ମର୍ଯ୍ୟାଦା

ଉଇକିଅଭିଧାନ‌ରୁ

ମର୍ଯ୍ୟାଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ପରି+ଆ+ଦା ଧାତୁ=ଦେବା+ଅ କର୍ମ+ସ୍ତ୍ରୀ. ଆ ପ; ମ ସ୍ଥାନରେ ନିପାତନ ସିଦ୍ଧ)[ସମ୍ପାଦନା]

୧. ଗୌରବ; ସମ୍ଭ୍ରମ; ସମ୍ମାନ —୧. Respect; regard; honour.

[ଉ—ମର୍ଯ୍ୟାଦା ଛାଡ଼ିଲେ ପୁରୁଷ ନାରୀଏ କୃଷ୍ଣସିଂହ. ମହାଭାରତ ସଭା]

୨. ସୁନାମ —୨. Reputation.
୩. ସଦାଚାର; ସତ୍ପଥରେ ସ୍ଥିତ —୩. Good. conduct; propriety of conduct.
୪. ନିୟମ — ୪. Rule.
୫. (ମର୍ଯ୍ୟା=ସୀମା+ଦା ଧାତୁ+କର୍ମ. ଅ)—ସୀମା —୫. Boundary; limit; border.
୬. ତୀବ୍ର; କୂଳ —୬. Shore.
୭. ଶେଷ; ସମାପ୍ତି — ୭. End; termination (Apte).
୮. ଚିହ୍ନ; ଜମିର ବିଶିଷ୍ଟ ଚିହ୍ନ —୮. Mark; landmark (Apte).
୯. ନିର୍ଦ୍ଧାରିତ ବା ଅପରିବର୍ତ୍ତନୀୟ ରୀତି — ୯. Fixed law; established rule (Apte).
୧. ନୈତିକ ନିୟମ —୧୦. Moral law (Apte).
୧୧. ଚକ୍ତି —୧୧. Contract; covenant.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଲୌକିକତା, ବେଭାରା; ବିବାହାଦି ଉପଲକ୍ଷରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଦିଆଯିବା ଉପଢୌକନ — ୧. Present given to guests invited on ceremonial occasion.
୨. ନିମନ୍ତ୍ରିତ ବନ୍ଧୁଙ୍କୁ ସମ୍ମାନରୂପ ଦିଆଯିବା ଲୁଗା —୨. Cloth presented to invited guests.