ମର୍ଯ୍ୟାଦା
Appearance
ମର୍ଯ୍ୟାଦା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପରି+ଆ+ଦା ଧାତୁ=ଦେବା+ଅ କର୍ମ+ସ୍ତ୍ରୀ. ଆ ପ; ମ ସ୍ଥାନରେ ନିପାତନ ସିଦ୍ଧ)
[ସମ୍ପାଦନା]- ୧. ଗୌରବ; ସମ୍ଭ୍ରମ; ସମ୍ମାନ —୧. Respect; regard; honour.
[ଉ—ମର୍ଯ୍ୟାଦା ଛାଡ଼ିଲେ ପୁରୁଷ ନାରୀଏ କୃଷ୍ଣସିଂହ. ମହାଭାରତ ସଭା]
- ୨. ସୁନାମ —୨. Reputation.
- ୩. ସଦାଚାର; ସତ୍ପଥରେ ସ୍ଥିତ —୩. Good. conduct; propriety of conduct.
- ୪. ନିୟମ — ୪. Rule.
- ୫. (ମର୍ଯ୍ୟା=ସୀମା+ଦା ଧାତୁ+କର୍ମ. ଅ)—ସୀମା —୫. Boundary; limit; border.
- ୬. ତୀବ୍ର; କୂଳ —୬. Shore.
- ୭. ଶେଷ; ସମାପ୍ତି — ୭. End; termination (Apte).
- ୮. ଚିହ୍ନ; ଜମିର ବିଶିଷ୍ଟ ଚିହ୍ନ —୮. Mark; landmark (Apte).
- ୯. ନିର୍ଦ୍ଧାରିତ ବା ଅପରିବର୍ତ୍ତନୀୟ ରୀତି — ୯. Fixed law; established rule (Apte).
- ୧. ନୈତିକ ନିୟମ —୧୦. Moral law (Apte).
- ୧୧. ଚକ୍ତି —୧୧. Contract; covenant.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲୌକିକତା, ବେଭାରା; ବିବାହାଦି ଉପଲକ୍ଷରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଦିଆଯିବା ଉପଢୌକନ — ୧. Present given to guests invited on ceremonial occasion.
- ୨. ନିମନ୍ତ୍ରିତ ବନ୍ଧୁଙ୍କୁ ସମ୍ମାନରୂପ ଦିଆଯିବା ଲୁଗା —୨. Cloth presented to invited guests.