ମଶିଆ
ଦେଖଣା
ମଶିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ମଶି)
[ସମ୍ପାଦନା]ମଳିଆ; ମଳିଯୁକ୍ତ; ମଇଲା —Dirty; begrimed; filthy; soiled.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆଳୁ ପୁଆ; ଆଳୁବାତରା; ଆଳୁର ଗୁଳି; ବାତଡ଼ା; ଦେଶୀଆଳୁର ଲତାର ଗଣ୍ଠିରେ ଫଳିଥିବା ଗୋଲାକାର ଆଳୁ —Potato-like tubers coming out at the joints of the yam creeper.