ମସ୍କଲା

ଉଇକିଅଭିଧାନ‌ରୁ

ମସ୍କଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)[ସମ୍ପାଦନା]

ଅଳଙ୍କାରକୁ ଚିକ୍କଣ କରିବାପାଇଁ ଏକ ପ୍ରକାର ଲୁହାର ହତିଆର —A kind of iron implement for polishing ornaments.