Jump to content

ମହକୁମା

ଉଇକିଅଭିଧାନ‌ରୁ

ମହକୁମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମହ୍କମା)[ସମ୍ପାଦନା]

୧. ହାକିମଙ୍କର ଅଧିଷ୍ଠିତ ସ୍ଥାନ; ଇଜ୍ଲସ୍; ବିଚାରସନ —୧. A seat of justice; a seat of a public servant.

(ଯଥା— କିଲଟରୀ ମହକୁମା; ଜଜ୍ ମହକୁମା)

୨. ବିଚାରାଳୟ — ୨. Court of justice; a tribunal.
୩. ଇଂରାଜ— ଶାସିତ ଜିଲ୍ଲାର ବିଭାଗ; ସବ୍ଡ଼ିଭିଜନ୍ —୩. A sub- division.

[ଦ୍ରଷ୍ଟବ୍ୟ —ଇଂରାଜି ଶାସନାଧୀନ ଗୋଟିଏ ଜିଲ୍ଲା କେତେଗୁଡ଼ିଏ ମହକୁମାରେ ବିଭକ୍ତ]

୪. ସବ୍— ଡିଭିଜନର ରାଜଧାନୀ; ଯେଉଁଠାରେ ଜଣେ ମାଜିଷ୍ଟ୍ରେଟ୍ ବା ମନ୍ସପ୍ଙ୍କ କଚିରି ଥାଏ —୪. Sub-divisional head quarters.
୫. ହାକିମଙ୍କର ଇଲାକା ବା ଅଧିକାରଭୁକ୍ତ ଅଞ୍ଚଳ —୫. The jurisdiction of a court or public officer.
୬. ସରକାରଙ୍କ ଭିନ୍ନ ଭିନ୍ନ ଶାସନ ବିଭାଗ —୬. A department of the Government.