ମହଙ୍ଗା
ଦେଖଣା
ମହଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ସସ୍ତା—ବିପରୀତ)
ଦେଶଜ - ବିଶେଷଣ - (ସଂସ୍କୃତ - ମହାର୍ଘ)
[ସମ୍ପାଦନା]ମହର୍ଗ; ମହାର୍ଘ — Dear in price.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦ୍ରବ୍ୟର ସାଧାରଣ ମୂଲ୍ୟ ଅପେକ୍ଷା ଅଧିକା ମୂଲ୍ୟ; ଚଢ଼ା ମୂଲ୍ୟ —୧. High price of an article.
- ୨. ବଜାରରେ ପଣ୍ୟ ଦ୍ରବ୍ୟ— ମାନଙ୍କର ମୂଲ୍ୟ ବଢ଼ିଯିବା ଅବସ୍ଥା —୨. Rise in the price of commodities.
- ୩. (ସଂସ୍କୃତ - ମହାଙ୍ଗ) ଏକ ପ୍ରକାର କୋଳି; ମେହେଙ୍ଗା କୋଳି —୩. A kind of edible berry with sour taste.
[ଦ୍ରଷ୍ଟବ୍ୟ —ଏ କୋଳି ପାଚିଲେ ଖଟା ହୁଏ ଏହାକୁ ତିଅଣରେ ପକାଇ ଆମ୍ୱିଳ କରନ୍ତି]