ମହଜର
ଦେଖଣା
ମହଜର
ଉଚ୍ଚାରଣ
[ସମ୍ପାଦନା][ମହା(ହ)ଜର୍ ନାମା—ଅନ୍ୟରୂପର]
ପ୍ରାଦେଶିକ - (ଜୟପୁର) ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ମହଜର୍=ହତ୍ୟା+ଫା, ନାମାହ୍)
[ସମ୍ପାଦନା]ଦରଖାସ୍ତ; ବହୁଲୋକଙ୍କ ସ୍ୱାକ୍ଷରିତ ଆବେଦନପତ୍ର — Petition; application signed by many persons
(ଫାରାସୀ - ମହଜର୍ ନାମା ଶବ୍ଦର ଅର୍ଥ ଯେଉଁ ଲେଖାରେ ବା ପତ୍ରରେ କୌଣସି ନରହତ୍ୟାର ବା ହତ୍ୟାକାରୀ ବ୍ୟକ୍ତିର ପ୍ରମାଣ ଲିପିବଦ୍ଧ ହୋଇଥାଏ