ମହଜୁତ୍

ଉଇକିଅଭିଧାନ‌ରୁ

ମହଜୁତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ମୌଜୁଦ୍)[ସମ୍ପାଦନା]

୧. ବର୍ତ୍ତମାନ; ଉପସ୍ଥିତ; ବିଦ୍ୟମାନ —୧. Existing.
୨. ପ୍ରସ୍ତୁତ —୨. Ready.
୩. ସଞ୍ଚିତ —୩. Stored; funded.

ବୈଦେଶିକ - ବିଶେଷ୍ୟ - (ଆରବୀ - ମସଜିଦ୍)[ସମ୍ପାଦନା]

ମହଜିତ୍ (ଦେଖ) - —Mahajit (See)