Jump to content

ମହଳ

ଉଇକିଅଭିଧାନ‌ରୁ

ମହଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ମଳିନ)

[ସମ୍ପାଦନା]

ମଳିନ; ମଳଯୁକ୍ତ —Dirty; soiled.

ବିଶେଷ୍ୟ - (ସଂସ୍କୃତ - ମଳ) — 

ମଳ; ମଳି —Dirt.

ମଳିଆ— ଲୁଗା —Dirty cloth.

[ଉ—କାଇବ ସହଳ, ପିନ୍ଧିବ ମହଳ, ଦାଣ୍ଡଘର ଖଣ୍ଡି ଅଛୁଆ କର, ଅଧେ ଆପଣା ଅଧେ ପର, ତେବେ ଯାଇଁ ଏ ରାଇଜରେ କରିବ ଘର—ଢଗ]