ମହାକୁଡ଼

ଉଇକିଅଭିଧାନ‌ରୁ

ମହାକୁଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାକୁଳ)[ସମ୍ପାଦନା]

୧. ଗଉଡ଼; ଗୋପାଳ —୧. A cowherd.

[ଉ—ତୁ ଅଟୁ ଯଶୋଦା କୁମର, ନନ୍ଦ ମହାଖୁଡ଼ ପିଅର ଜଗନ୍ନାଥ .ଭାଗବତ]

୨. ଗଉଡ଼ଙ୍କର ବଂଶୋପାଧି ବିଶେଷ —୨. A Family-title of cowherds
୩. ଗାଈମାନଙ୍କର ସଂଖ୍ୟା ବିଶେଷ —୩. A fixed number of cattle.

[ଦ୍ରଷ୍ଟବ୍ୟ —୧ ଗାଈ= ୧ ଗୋଗୋଷ୍ଠ, ୧ ଗୋଷ୍ଠ=୧ ସଲି, ୧ ପଲି =୧ ଲଉଡ଼ି, ୧ ଲଉଡ଼ି=୧ ମହାକୁଡ଼, ୧ ମହାକୁଡ଼=୧ ମହୋଭୋଇ, ୧୨: ମହାଭଓଇ=୧ ଗୋଧନ—ସାରଳା, ମହାଭାରତ]