ମହାନଦା
ଦେଖଣା
ମହାନଦା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (କଟକ ସହର; ଇତର ପ୍ରୟୋଗ)
[ସମ୍ପାଦନା]ମହାନଦୀ (ଦେଖ) - — Mahānadī
[ଦ୍ରଷ୍ଟବ୍ୟ —କଟକ ସହରବାସୀ ଇତର ଲୋକେ 'ମହାନଦୀ'କୁ ଏହି ନାମରେ ଡାକନ୍ତି ]
ମହାନଦା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ନଦୀବିଶେଷ —୧. Name of a river.
[ଦ୍ରଷ୍ଟବ୍ୟ —ଏହା ହିମାଳୟରୁ ଦାର୍ଜିଲିଙ୍ଗ ନିକଟରୁ ବାହରି ବଙ୍ଗଦେଶ ବାଟେ ପ୍ରବାହିତ ହୋଇଅଛି —ହିନ୍ଦୀ - ଶ]
- ୨. ମାଘ ମାସ ଶୁକ୍ଳ ନବମୀ —୨. The ninth day of the bright fortnight of Magha.
- ୩. ସୁରା; ମଦ୍ୟ —୩. Wine.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ମହାନନ୍ଦର ସ୍ତ୍ରୀ ଲିଙ୍ଗ —Femine of Mahā nanda.