ମହାନଦା

ଉଇକିଅଭିଧାନ‌ରୁ

ମହାନଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କଟକ ସହର; ଇତର ପ୍ରୟୋଗ)[ସମ୍ପାଦନା]

ମହାନଦୀ (ଦେଖ) - — Mahānadī

[ଦ୍ରଷ୍ଟବ୍ୟ —କଟକ ସହରବାସୀ ଇତର ଲୋକେ 'ମହାନଦୀ'କୁ ଏହି ନାମରେ ଡାକନ୍ତି ]



ମହାନଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ନଦୀବିଶେଷ —୧. Name of a river.

[ଦ୍ରଷ୍ଟବ୍ୟ —ଏହା ହିମାଳୟରୁ ଦାର୍ଜିଲିଙ୍ଗ ନିକଟରୁ ବାହରି ବଙ୍ଗଦେଶ ବାଟେ ପ୍ରବାହିତ ହୋଇଅଛି —ହିନ୍ଦୀ - ଶ]

୨. ମାଘ ମାସ ଶୁକ୍ଳ ନବମୀ —୨. The ninth day of the bright fortnight of Magha.
୩. ସୁରା; ମଦ୍ୟ —୩. Wine.

ସଂସ୍କୃତ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ମହାନନ୍ଦର ସ୍ତ୍ରୀ ଲିଙ୍ଗ —Femine of Mahā nanda.