ମହାନ୍ତି

ଉଇକିଅଭିଧାନ‌ରୁ

ମହାନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ମହାନ୍ତିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମହତ୍ ଶବ୍ଦଜ)[ସମ୍ପାଦନା]

୧. ଉତ୍କଳର କରଣ ଜାତି, ମାହନ୍ତି —୧. The Karaṇa caste of Utkal.

[ଦ୍ରଷ୍ଟବ୍ୟ —'ମହାନ୍ତି' ଶବ୍ଦ ଚୈତନ୍ୟଚରିତାମ଼ୃତରେ ବଙ୍ଗଳାରେ 'ମାଇତି' ରୂପେ ବ୍ୟବହୃତ ହୋଇଅଛି]

୨. ଶୂଦ୍ର ଓ ସାମନ୍ତ ବ୍ରାହ୍ମଣଙ୍କର ବଂଶୋପଧି ବିଶେଷ —୨. A family title of Ṡūdras and Māstānas.

[ଦ୍ରଷ୍ଟବ୍ୟ —ବଙ୍ଗର କାୟସ୍ଥ ଓ ବିହାରର ଲାଲା— ମାନଙ୍କ ପରି ଉତ୍କଳରେ ମହାନ୍ତି ବା କରଣମାନଙ୍କର ସ୍ଥାନ ଓଡ଼ିଶାରେ କରଣମାନଙ୍କ ଆସନ ବ୍ରାହ୍ମଣ ଓ ରାଜନ୍ୟବର୍ଗଙ୍କର ଅବ୍ୟବହିତ ନିମ୍ନରେ ବ୍ରାହ୍ମଣ, ରାଜନ୍ୟ ଓ ବୈଶ୍ୟମାନଙ୍କ ସମାଜପରି ଏମାନଙ୍କ ସମାଜରେ ମଧ୍ୟ ବିଧବା ବିବାହ ବା ଦୁତୀୟ ପ୍ରଥା ନାହିଁ ଶୂଦ୍ରବଂଶୀୟା ସ୍ତ୍ରୀ ମାନଙ୍କ ଉପାଧି ଦାସୀ; ରାଜନ୍ୟ ଓ କରଣ ସ୍ତ୍ରୀମାନଙ୍କ ଉପାଧି ଦେଈ ଓ ବ୍ରାହ୍ମଣୀ— ମାନଙ୍କ ଉପାଧି ଦେବୀ ଉତ୍କଳରେ ଏମାନଙ୍କର ଆସନ ଓ ପ୍ରତିପତ୍ତ ଉଚ୍ଚ ଅଟେ ଲେଖକବୃତ୍ତ ଓ ରାଜକର୍ମରେ ଏମାନେ ବହୁଶଃ ନିଯୁକ୍ତ ଉତ୍କଳରେ ଇଂରାଜି ଶିକ୍ଷା ପ୍ରବେଶ କରିବାବେଳେ ଏମାନେ ସେହି ଶିକ୍ଷା ପ୍ରତି ଆଗ୍ରହ ଦେଖାଇଥିଲେ ଅନ୍ୟ ସମାଜମାନଙ୍କ ତୁଳନାରେ କରଣ ସମାଜରେ ଉଚ୍ଚ ଶିକ୍ଷିତଙ୍କ ସଂଖ୍ୟା ଅଧିକ ଦେଶର ସାମାଜିକ, ରାଜନୀତିକ, ଶିକ୍ଷା ସମ୍ୱନ୍ଧୀୟ ଓ ଅନ୍ୟାନ୍ୟ ଦେଶହିତକାର ଆନ୍ଦୋଳନରେ ଏ ସମାଜର ଅନେକ ବ୍ୟକ୍ତି ଅଗ୍ରଣୀ ଅଟନ୍ତି ଉତ୍କଳର କରଣମାନେ କ୍ଷତ୍ରିୟ ଥିବା ବିଷୟ ଏ ପ୍ରଦେଶର ଉଚ୍ଚତମ ବିଚାରଳୟରେ ସ୍ଥିର ସିନ୍ଧାନ୍ତ ହୋଇଅଛି ]