Jump to content

ମହାପାତ୍ର

ଉଇକିଅଭିଧାନ‌ରୁ

ମହାପାତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମହତ୍+ପାତ୍ର=ଆଧାର; ସ୍ଥାନ)[ସମ୍ପାଦନା]

୧. ମହାମାତ୍ୟ— ପ୍ରଧାନ ମନ୍ତ୍ରୀ — ୧. Prime minister.
୨. ନଦୀ ଆଦିର ଉଭୟ ମଧ୍ୟସ୍ଥାନ —୨. The place midway between the two shores of a river.
୩. ମହାବ୍ରାହ୍ମଣ (ଦେଖ) - (ହିନ୍ଦୀ - ଶ) —୩. Mahā brāhmaṇa (See).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରାଜଦତ୍ତ ସମ୍ମାନସୁଚକ ଉପାଧିବିଶେଷ —୧. A title bestowed by kings.
୨. ସେନାପତି —୨. A commander; a general.
୩. ଖଣ୍ଡାଏତ ବା ମହା ଲାଏକମାନଙ୍କ ଉପାଧିବିଶେଷ —୩. Family-title of Mahālāekes.
୪. ଉତ୍କଳୀୟ ବ୍ରାହ୍ମଣଙ୍କ ଉପାଧି ବିଶେଷ —୪. A family title of Brahmaṇas.
୫. ଶୂଦ୍ରଙ୍କ ଉପାଧିବିଶେଷ —୫. A family title of Ṡūdras.
୬. ମାଳି ସେବକଙ୍କ ଉପାଧିବିଶେଷ — ୬. A family title of flower gardeners

[ଉ— ବିପ୍ରା ଭୁପତୟ ଶ୍ଚୈବ ଯେକ୍ଷାଂ ଯୋଗ୍ୟତ୍ୱଦର୍ଶନାତ୍, ବିମୁଗ୍ଧାସ୍ତାଦୃଶା ବିପ୍ରା ମହାପାତ୍ରା ଉଦାହୃତାଃ କେଚିନ୍ନହା— ପାତ୍ର ସଂଜ୍ଞା ରାଜକୀୟାଂ ପ୍ରଚକ୍ଷତେ, ଦାନଗ୍ରାହକ ମପ୍ୟନ୍ୟେ ମହାପାତ୍ରଂ ପ୍ରଚକ୍ଷତେ—'ବ୍ରହ୍ମପରିଭାଷା ଗ୍ରନ୍ଥୋଦ୍ଧୂତ— ଉତ୍କଳ ବ୍ରାହ୍ମଣକୁଳସଂଜ୍ଞା'— ରୂଦ୍ରନାରାୟଣ ଷଢ଼ଙ୍ଗୀ]