ମହାମେଦା

ଉଇକିଅଭିଧାନ‌ରୁ

ମହାମେଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଔଷଧବିଶେଷ; ଏକ ପ୍ରକାର ଲତାର ମୂଳ (ଏହାର ଆକାର ଧଳା ଅଦା ପରି) — A kind of medicinal root.

[ଦ୍ରଷ୍ଟବ୍ୟ —ଏହା ମୋରଙ୍ଗ ଦେଶରେ ଜନ୍ମିବା କଥିର ଏହା ବର୍ତ୍ତମାନ ସହଜରେ ମିଳୁ ନ ଥିବାରୁ ଏଥିର ପରିବର୍ତ୍ତନରେ ଅନନ୍ତମୂଳ ବା ଚେମଡ଼ି ନଇ ମୂଳ ବ୍ୟୂହାର କରିବାକୁ ବୈଦ୍ୟଶାସ୍ତ୍ରରେ ଉପଦେଶ ଅଛି ଏହା ସ୍ୱାଦୁ, ଶୁକ୍ରଜନକ, ସ୍ତନ୍ୟବର୍ଦ୍ଧକ,କଫକାରକ,ପୁଷ୍ଟିକର,ଶୀତଳ ଓ ରକ୍ତପିତ୍ତ ଓ ବାତଜ୍ୱର ବିନାଶକ—ଦ୍ରବ୍ୟଗୁଣ]