ମହାରାଷ୍ଟ୍ର

ଉଇକିଅଭିଧାନ‌ରୁ

ମହାରାଷ୍ଟ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(କର୍ମଧା; ମହତ୍+ରାଷ୍ଟ୍ର=ରାଜ୍ୟ)[ସମ୍ପାଦନା]

୧. ମରହଟ୍ଟା ଦେଶ —୧. The Marhatta country (a province in western India).

[ଦ୍ରଷ୍ଟବ୍ୟ — ମହାରାଷ୍ଟ୍ର ଦେଶ ଭାରତର ପଶ୍ଚିମାଂଶରେ ଅବସ୍ଥିତ ଏହାର ଉତ୍ତର ସୀମାରେ ସୁରାଟ ଓ ସାତପୁରା ପର୍ବତ; ପଶ୍ଚିମରେ ଆରବ ସାଗର, ଦକ୍ଷିଣରେ କର୍ଣ୍ଣାଟ ଓ ପୂର୍ବରେ ଗଣ୍ଡବନା ଓ ତୈଲଙ୍ଗ ଦେଶ ଏହାର ଲୋକ ସଂଖ୍ୟା ୩ କୋଟି ଏହା ପ୍ରାଚୀନ କାଳରେ ଦଣ୍ଡକାରଣ୍ୟ ନାମରେ ପରିଚିତ ଥିଲା]

୨. ମହାରାଷ୍ଟ୍ର ଦେଶବାସୀ ବ୍ୟକ୍ତି —୨. The peo ple of Mahārāshṭra (Apte)