ମହାରାଷ୍ଟ୍ର
ଦେଖଣା
ମହାରାଷ୍ଟ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(କର୍ମଧା; ମହତ୍+ରାଷ୍ଟ୍ର=ରାଜ୍ୟ)
[ସମ୍ପାଦନା]- ୧. ମରହଟ୍ଟା ଦେଶ —୧. The Marhatta country (a province in western India).
[ଦ୍ରଷ୍ଟବ୍ୟ — ମହାରାଷ୍ଟ୍ର ଦେଶ ଭାରତର ପଶ୍ଚିମାଂଶରେ ଅବସ୍ଥିତ ଏହାର ଉତ୍ତର ସୀମାରେ ସୁରାଟ ଓ ସାତପୁରା ପର୍ବତ; ପଶ୍ଚିମରେ ଆରବ ସାଗର, ଦକ୍ଷିଣରେ କର୍ଣ୍ଣାଟ ଓ ପୂର୍ବରେ ଗଣ୍ଡବନା ଓ ତୈଲଙ୍ଗ ଦେଶ ଏହାର ଲୋକ ସଂଖ୍ୟା ୩ କୋଟି ଏହା ପ୍ରାଚୀନ କାଳରେ ଦଣ୍ଡକାରଣ୍ୟ ନାମରେ ପରିଚିତ ଥିଲା]
- ୨. ମହାରାଷ୍ଟ୍ର ଦେଶବାସୀ ବ୍ୟକ୍ତି —୨. The peo ple of Mahārāshṭra (Apte)