ମହାଲଦୀ
Appearance
ମହାଲଦୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (କଟକ ସହର) ବିଶେଷ୍ୟ -
[ସମ୍ପାଦନା](କଟକ ସହରର ଇତର ଲୋକଙ୍କ ଭାଷା; 'ନ' ସ୍ଥାନରେ 'ଲ' ପ୍ର.ୟୋଗ— ମହାନଦୀ (ଦେଖ) - —Mahānadī (See.)
[ଉ— ଆଜି ରାତି ପାହିଲାବେଳକୁ କେମିତି ମହାଲଦୀ ପାର ନ ହେଲେ ଆଉ ଗତି ନାହିଁ ଭିକାରୀ. କଟକବଜୟ]