ମହାଲଦ୍ଦା
ଦେଖଣା
ମହାଲଦ୍ଦା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (କଟକ ସହର; ଇତର ପ୍ରୟୋଗ)
[ସମ୍ପାଦନା]ମହାନଦୀ (ଦେଖ) - — Mahānadī
[ଦ୍ରଷ୍ଟବ୍ୟ —କଟକ ସହରବାସୀ ଇତର ଲୋକେ 'ମହାନଦୀ'କୁ ଏହି ନାମରେ ଡାକନ୍ତି ]
ମହାଲଦ୍ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (କଟକ ସହର) ବିଶେଷ୍ୟ -
[ସମ୍ପାଦନା](କଟକ ସହରର ଇତର ଲୋକଙ୍କ ଭାଷା; 'ନ' ସ୍ଥାନରେ 'ଲ' ପ୍ରୟୋଗ— ମହାନଦୀ (ଦେଖ) - —Mahānadī (See.)
[ଉ— ଆଜି ରାତି ପାହିଲାବେଳକୁ କେମିତି ମହାଲଦୀ ପାର ନ ହେଲେ ଆଉ ଗତି ନାହିଁ ଭିକାରୀ. କଟକବଜୟ]