ମହା ବଂଶ
ଦେଖଣା
ମହା ବଂଶ
ଉଚ୍ଚାରଣ
[ସମ୍ପାଦନା](ମହାବଂଶା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ମହତକୁଳ; ଉଚ୍ଚବଂଶ; ପ୍ରସିଦ୍ଧ ବଂଶ —୧. Noble family; a celebrated race.
- ୨. ସଂସ୍କୃତଗ୍ରନ୍ଥବିଶେଷ —୨. Title of a Sanskit work.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ଉଚ୍ଚକୁଳସମ୍ଭୂତ —Born of a high or noble family.