ମହିଳା

ଉଇକିଅଭିଧାନ‌ରୁ

ମହିଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହ୍ ଧାତୁ+କର୍ମ. ଇତ+ ଆ)[ସମ୍ପାଦନା]

୧. ନାରୀ —୧. Woman.
୨. ମହିଷୀ —୨. A queen.
୩. ମଦମତ୍ତାସ୍ତ୍ରୀ —୩. A woman excited with lust; an amorous or intoxicated woman (Apte).
୪. ଗନ୍ଧଦ୍ରବ୍ୟ ବିଶେଷ; ରେଣୁକା (ହିନ୍ଦୀ - ଶ.) —୪. A kind of scented herb.
୫. ପ୍ରିୟଙ୍ଗୁଲତା —୫. Ichnocarpus Frutescens (creeper).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଭଦ୍ରବଂଶୀୟା ସ୍ତ୍ରୀ —A lady.