ମହିଷାସୁର

ଉଇକିଅଭିଧାନ‌ରୁ

ମହିଷାସୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମହିଷେଶ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଦୈତ୍ୟ ବିଶେଷ —୧. Name of a demon.

[ଦ୍ରଷ୍ଟବ୍ୟ —ଏ ଶିବଙ୍କର ବରପୁତ୍ର ରମ୍ଭାସୁର ନାମକ ଅସୁର ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଏହି ପୁତ୍ରଲାଭ କରିଥିଲା ଏ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ହୋଇ ଉଠିବାରୁ ଦେବତାମାନଙ୍କୁ ଅନୁରୋଧରେ ହରିହରିଙ୍କ ତେଜସମ୍ୱୁତା ଭଗବତୀ ବା ଦୂର୍ଗା ଏହାକୁ ବଧ କରିଥିଲେ (ଚଣ୍ଡୀ ପୁରାଣ ୨ୟ ଓ ୩ୟ ଅଧ୍ୟାୟ) ଏହାର ଚିହ୍ନସ୍ୱରୂପ ବର୍ତ୍ତମାନ ପର୍ଯ୍ୟନ୍ତ ଦୂର୍ଗାଙ୍କ ନିକଟରେ ଦୂର୍ଗାପୂଜା ସମୟରେ ମହିଷ ବଳି ଦିଆଯାଏ]

୨. ସ୍କନ୍ଦଙ୍କଦ୍ୱାରା ନିହତ ଦୈତ୍ୟ —୨. A demon killed by Skanadda.

[ଉ—ତୁମ୍ ବିନା ମହିଷୁ ଆନ ଲୋକ, ଦେଖାଇ ନ ପାରଇ ଯମଙ୍କର ଲୋକ କୃଷ୍ଣସିଂହ ମହାଭାରତ ବନ]