Jump to content

ମହୁଜୁଦ୍

ଉଇକିଅଭିଧାନ‌ରୁ

ମହୁଜୁଦ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଣ—(ଫାରାସୀ - ମୌଜୁଦ୍)

[ସମ୍ପାଦନା]
୧. ଉପସ୍ଥିତ — ୧. Present; at hand.
୨. ପ୍ରସ୍ତୁତ ହୋଇ ରଖା ଯାଇଥିବା —୨. Ready.
୩. ନଗଦ; ଗଚ୍ଛିତ (ଧାନାଦି) —୩. Cash; ready cash,



ମହୁଜୁଦ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ମୌଜୁଦ୍)

[ସମ୍ପାଦନା]
୧. ବର୍ତ୍ତମାନ; ଉପସ୍ଥିତ; ବିଦ୍ୟମାନ —୧. Existing.
୨. ପ୍ରସ୍ତୁତ —୨. Ready.
୩. ସଞ୍ଚିତ —୩. Stored; funded.

ବୈଦେଶିକ - ବିଶେଷ୍ୟ - (ଆରବୀ - ମସଜିଦ୍)

[ସମ୍ପାଦନା]

ମହଜିତ୍ (ଦେଖ) - —Mahajit (See)