ମହୁରୀ
ଦେଖଣା
ମହୁରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୁର; ଏହା ମଧୁର ଶବ୍ଦ କରୁଥିବାରୁ)
[ସମ୍ପାଦନା]- ୧. ମୁଖରେ ଫୁଙ୍କି ବଜାଇବା ଉପବାସୀ ସ୍ୱରଯୁକ୍ତ ଏକପ୍ରକାର ତୁରୀ; ପେଏଁକାଳୀ —୧. A kind of clarionet; clorion; a bugle.
[ଦ୍ରଷ୍ଟବ୍ୟ —ତେଲଙ୍ଗୀ ବାଜାରେ ଦୁଇ ପ୍ରକାର ମହୁରୀ ବାଜେ; ଯଥା—୧. ଗୀତ ମହୁରୀ (ବଙ୍ଗାଳୀ - ଗାନ୍ ସାନାଇ)—ଏହା ଗୀତର ରାଗ ଅନୂସାରେ ଫୁଙ୍କାଯାଏ ୨ ସ୍ୱର ମହୁରୀ (ବଙ୍ଗାଳୀ - ପୋଁ ସାନାଇ)— ଏହା କେବଳ ଗୋଟିଏ ସ୍ୱରରେ ଅନବରତ ବାଜୁଥାଏ]
- ୨. (ସଂସ୍କୃତ - ମଧୁରିକା) ପାନମହୁରୀ —୨. Fennel.
- ୩. ପାଣି ବୋହିଯିବାର ନଳା —୩. A drain.