ମହୁସୁମି

ଉଇକିଅଭିଧାନ‌ରୁ

ମହୁସୁମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ଆରବୀ - ମୌସୀମ୍=ଋତୁ)[ସମ୍ପାଦନା]

୧. ଶସ୍ୟୋତ୍ପତ୍ତି — ୧. The production of grains.
୨. କୃଷିର କୌଣସି କର୍ମ କରିବାର ଉପଯୁକ୍ତ ଋତୁ — ୨. The proper season for a particular agricultural operation.