ମାଇଆ

ଉଇକିଅଭିଧାନ‌ରୁ

ମାଇଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ସ୍ତ୍ରୀ ପ୍ରକୃତିବିଶିଷ୍ଟ (ପୁରୁଷ) ମାଇଚା —୧. (a male) Having the characteristics of a female; womanish; feminine.

[ ଦ୍ର—ଏମାନେ ସ୍ତ୍ରୀମାନଙ୍କ ପରି ଭୀରୁ ଲଜ୍ଜାଶୀଳ ଓ କୋମଳସ୍ୱଭାବ ଅଟନ୍ତି ]

୨. ସ୍ତ୍ରୀଜନୋଚିତ — ୨. Becoming or befitting a woman. womanly.
୩. ସ୍ତ୍ରୈଣ; ସ୍ତ୍ରୀମାନଙ୍କ ପ୍ରତି ଅତିରିକ୍ତ ଭାବରେ ଆସକ୍ତ —୩. Addicted to females; effeminate; voluptuous.
୪. ସ୍ତ୍ରୀବୁଦ୍ଧିଚାଳିତ — ୪. Hen-pecked; led by the nose by a woman.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

୧. ସ୍ତ୍ରୀଲୋକମାନେ —୧. Females
୨. (ପଦ୍ୟ) ମାୟା —୨. Deception; illusion; delusion.