Jump to content

ମାଇକିନା

ଉଇକିଅଭିଧାନ‌ରୁ

ମାଇକିନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ ମାଇକିନିଆ(ଆଁ)—ଅନ୍ୟରୂପ]

(ଅଣ୍ଡିରା—ବିପରୀତ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ମାତୃ ଓ କନ୍ୟା; କିମ୍ୱା ମାତୃଗ୍ରାମ= ମାତୃଜାତି; ପାଲି—ମାତୁଗାମ; ପ୍ରା. ମଉଗାଆଁ ସଂସ୍କୃତ - ମାତୃକା; ସଂସ୍କୃତ - ମେହନା=ସ୍ତ୍ରୀ; ମହିଳା—ହିନ୍ଦୀ - ଶ)[ସମ୍ପାଦନା]

୧. ନାରୀ; ସ୍ତ୍ରୀଲୋକ —୧. Woman.
୨. ପତ୍ନୀ; ସ୍ତ୍ରୀ —୨. Wife.
୩. ସ୍ତ୍ରୀ ଜାତି — ୩. Womankind.

[ ଦ୍ର—ସାଧାରଣତଃ 'ମାଇକିନିଆ' ଶବ୍ଦର ବ୍ୟବହାର ଇତର ବା ଶିଷ୍ଟତାବିରୁଦ୍ଧ; କଳିହୁଡ଼ୀ, ଦୁଷ୍ଟା ସ୍ତ୍ରୀମାନଙ୍କ ପ୍ରତି ଓ ଗାଳିରେ ଏ ଶବ୍ଦ ବ୍ୟବହୃତ ହୁଏ ସଧବାମ ନଙ୍କୁ ଅହିଅ ମାଇକିନିଆ ଓ ବିଧବାମାନଙ୍କୁ ରାଣ୍ଡ ମାଇକିନିଆ କୁହାଯାଏ ]