Jump to content

ମାଇଗୁଲିଆ

ଉଇକିଅଭିଧାନ‌ରୁ

ମାଇଗୁଲିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ମାଇପି ବୋଲକରା; ଯେ ମାଇପର କଥାରେ ରହେ; ସ୍ତ୍ରୀବଶ; ସ୍ତ୍ରୀଚାଳିତ —୧. Led by the nose by one's wife; hen-pecked.
୨. ମାଇଚା —୨. Having the characteristics and habits of a female.