ମାଇପୀ

ଉଇକିଅଭିଧାନ‌ରୁ

ମାଇପୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମିଣିପ—ବିପରୀତ)

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ସ୍ତ୍ରୀଲୋକ; ନାରୀ — Woman.

[ଉ— ମାଇପୀଟା ଶିଖଣ୍ଡୀ ତାର ଶରେ ଗଣ୍ଡି ଫୁଟାଇଲେ ବୁଡ଼ିବ ମୋର କୀର୍ତ୍ତୀଖଣ୍ଡି— କୃଷ୍ଣସିଂହ ମହାଭାରତ ଉଦ୍ଯୋଗ]

ବିଶେଷଣ -[ସମ୍ପାଦନା]

୧. ସ୍ତ୍ରୀ ସୁଲଭ; ସ୍ତ୍ରୀଜନୋଚିତ —୧. Befitting a female
୨. ସ୍ତ୍ରୀଜାତୀୟ — ୨. Female.