ମାଇପ କାନିଧରା
ଦେଖଣା
ମାଇପ କାନିଧରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମାଇପ କଛାଧରା—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ସ୍ତ୍ରୈଣ; ଯେ ସର୍ବଦା ଆପଣା ସ୍ତ୍ରୀର ସାହଚର୍ଯ୍ୟ ପାଇବା ପାଇଁ ଉତ୍କଣ୍ଠିତ —୧. Addicted to the company of one's wife; clinging to the apron strings of one's wife; effeminate; voluptuous.
- ୨. ଅତି ଭୀରୁ —୨. Very cowardly.
- ୩. ସ୍ତ୍ରୀବୁଦ୍ଧି ଚାଳିତ —୩. Hen-pecked.