ମାଇପ ଚଟା

ଉଇକିଅଭିଧାନ‌ରୁ

ମାଇପ ଚଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମାଇପ(ପା)ଚାଟୁଆ—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଯେ ସ୍ତ୍ରୀର ମନରକ୍ଷା କରିବାକୁ ସ୍ତ୍ରୀକୁ ସର୍ବଦା ଖୋସାମତ କରେ — ୧. A person given to flattering his wife to gain her favour.
୨. ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତ —୨. Excessively attached to one's wife; hen-pecked.