Jump to content

ମାଈ

ଉଇକିଅଭିଧାନ‌ରୁ

ମାଈ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ମାତୃ., ପ୍ରା. ମାଈ)[ସମ୍ପାଦନା]

ସ୍ତ୍ରୀ ଜାତୀୟ (ଜୀବ) — Female.

(ଉ—ଧୃତରାଷ୍ଟ୍ର ବୋଇଲା ମୋ ରଥିଏ ମାଈ, ହେଲେ କି ହେ ସଞ୍ଜୟ କହ ତା ବତାଇ କୃଷ୍ଣସିଂହ ମହାଭାରତ, ଦ୍ରୋଣ)

ବିଶେଷ୍ୟ -[ସମ୍ପାଦନା]

୧. ସ୍ତ୍ରୀ ଜାତୀୟ ପ୍ରାଣୀ ୧. The female of an animals.
୨. (ବ୍ୟଙ୍ଗ) ସ୍ତ୍ରୀ; ନାରୀ — ୨. Woman.

(ଉ— କାଳୀ ମାଈ! ଚୂନ ବୋଳିଲେ କି ଗୋରୀ ହୋଇ?—ଢଗ)

୩. ମଥା ଭଊଁରୀ ଜାଲର ଏକ ଘର (ଯେଉ ଘରାର ଫାନ୍ଦରୁ ସୂତା ବାହାର କରାଯାଇ ଜାଲରେ ନୂଆ ଘରା ବୁଣୀ ହୁଏ. ୩. A separately woven quadrangle of a casting net which is attached to another new strip by means of a thread.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀ ଲୋକ —A woman.

(ଯଥା— ଗଉଡ଼ୁଣୀ ମାଈ)

[ଦ୍ରଷ୍ଟବ୍ୟ — କୌଣସି ଜନ୍ତୁବାଚକ ଶବ୍ଦ ପୂର୍ବରେ ମାଈ ଶବ୍ଦ ଲାଗିଲେ ସେହି ଶବ୍ଦର ପୁଂଲିଙ୍ଗ ରୂପ ନ ବଦଳି ମଧ୍ୟ ସ୍ତ୍ରୀଜାତୀୟ ପ୍ରାଣୀକୁ ବୁଝାଏ ଯଥା— ମଈ ଘୋଡ଼, ମାଈ ହାତୀ, ମାଈ ମଇଁଷି, ମାରି ବାଛୁରୀ; ମାଈ ମିରିଗ,, ମାଈ ହଂସ ଇତ୍ୟାଦି]