ମାଖ
ଦେଖଣା
ମାଖ
ଉଚ୍ଚାରଣ
[ସମ୍ପାଦନା](ମାଖୀ—ସ୍ତ୍ରୀ)
ସଂସ୍କୃତ - ବିଣ—(ମଖ+ଆ)
[ସମ୍ପାଦନା]ଯଜ୍ଞ ସମ୍ୱନ୍ଧୀୟ — sacrifical.
ମାଖ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]କଉଡ଼ି ଖେଲରେ କଉଡ଼ି ମୁହଁ ମାଡ଼ି ପଡ଼ିବା —The state of a cowrie falling on the ground with its ventral side down (in the game of cowries).
ବିଶେଷଣ -
[ସମ୍ପାଦନା]ଭୂଇଁରେ ଉକୁଡ଼ି ବା ମୂହଁମାଡ଼ି ପଡ଼ିଥିବା (କଉଡ଼ି) — (cowrie) falling from the hand of the player with its ventral side down.