Jump to content

ମାଖିବା

ଉଇକିଅଭିଧାନ‌ରୁ

ମାଖିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ମକ୍ଷ୍ର ଧାତୁ)

[ସମ୍ପାଦନା]

ଦେହରେ ତେଲ ଆଦି ବୋଳିବା; ଲେପିବା —To smear the body with oil; to anoint.

(ଉ—ମୁଖରେ ସେ କଳା ପାଉଁଶ ଦେଇ ମାଖି, ଚାହିଁବେ ରଙ୍ଗ କରି ତରାଟି ଦି ଆଖି କୃଷ୍ଣସିଂହ. ମହାଭାରତ ବିରାଟ)