Jump to content

ମାଗଣ

ଉଇକିଅଭିଧାନ‌ରୁ

ମାଗଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମାର୍ଗଣ)[ସମ୍ପାଦନା]

୧. ମାଗିବା — ୧. Begging.
୨. ରାଜା ବା ଜମିଦାର ପ୍ରଜାଙ୍କଠାରୁ ନିଜର ଆବଶ୍ୟକ ବା ପାରିବାରିକକ ଉତ୍ସବାଦି ଉପଲକ୍ଷରେ (ପ୍ରଜାର ଦେୟ ଖଜଣା ଛଡ଼ା) ଧନ ସାହାର୍ଯ୍ୟ ମାଗିବା —୨. Requisition made to the tenants by a king or zamindar for contribution for some special personal necessity or ceremony of his (paid over and above the rent).

[ଦ୍ରଷ୍ଟବ୍ୟ —ରାଜା ଓ ଜମିଦାରମାନେ ପରିବାରର ବିବାହ ବ୍ରତ ଆଦି ଉପଲକ୍ଷରେ ବା ଆପଣାର ଦେଣା ଆଦି ସୁଝିବାକୁ ପ୍ରଜାଙ୍କଠାରୁ ମାଗଣ କରନ୍ତି]

୩. ଜମିଦାରଙ୍କୁ ବା ରାଜାଙ୍କୁ ପ୍ରଜା ବିଶିଷ୍ଟ ଘଟନା ଉପଲକ୍ଷରେ ଅର୍ଥ ସାହାଯ୍ୟଦାନ —୩. Voluntary contribution or help made to the zamindar or the king by his rayats or subjects for some private necessity of the former.
୪. ତାସ୍ଖେଳର ଗୋଟିଏ ପ୍ରକାର — ୪. A king of card-play.

[ଦ୍ରଷ୍ଟବ୍ୟ —ଏହି ଖେଳରେ ଦିଇ ତିନି କିମ୍ୱା ଚାରିଜଣ ଖେଳନ୍ତି ପ୍ରଥମ ବାଜି ଖେଳ ହେଲା ପରେ ଯାହାର (ଯେଉଁ ପକ୍ଷର) ଯେତେ ମୁଠା ତାସ୍ ହୁଏ ତାହା ଗଣାଯାଏ ଏବଂ କେଉଁ ଖେଳାଳିର ବା କେଉଁ ପକ୍ଷ ଅନ୍ୟ କେଉଁ ପକ୍ଷ ଅପେକ୍ଷା କେତେ ଖଣ୍ଡ ତାସ୍ ବେଶୀ ପାଇଅଛି ତାହା ଗଣାଯାଏ; ଦ୍ୱିତୀୟ ଥର ବେଶି ତାସ୍ ପାଇଥିବା ଖେଳାଳୀ କମି ତାସ୍ ପାଇଥିବା ଖେଳାଳିଙ୍କଠାରୁ ନିଜ ଇଚ୍ଛାନୁସାରେ ଆପଣାର ପ୍ରାପ୍ୟ ସଂଖ୍ୟକ ତାସ ମାଗି ନିଅନ୍ତି ଓ ତହିଁ ପରିବର୍ତ୍ତେ ନିଜେ ପାଇଥିବା ତାସ ମୁଠାରୁ ସେତିକି ସଂଖ୍ୟକ କମି ମୂଲ୍ୟର ତାସ୍ ତାଙ୍କକୁ ଦିଅନ୍ତି ଓ ପୂର୍ବ ବାଜି ହାରିଥିବା ଖେଳାଳି ନିଜ ଭାଗ୍ୟକୁ ଆଦରି ତାଙ୍କ ହାତକୁ ଆସିବା ତାସରେ ଖେଳନ୍ତି]