Jump to content

ମାଗଧ

ଉଇକିଅଭିଧାନ‌ରୁ

ପାଟ ମାଗଧ

ଉଚ୍ଚାରଣ

[ସମ୍ପାଦନା]
(ମାଗଧୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଣ—(ମଗଧ+ଜାତାର୍ଥେ. ଅ)

[ସମ୍ପାଦନା]
୧. ମଗଧ ବା ଦକ୍ଷିଣ ବିହାର ଦେଶସମ୍ଭୂତ —୧. Produced in the country of Magadha or South Bihār.
୨. ଗୁଜରାଟୀ (ପ୍ରକୃତିବାଦ) —୨. Belonging to Gujarat

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବନ୍ଦୀ; ରାଜାଙ୍କ ସ୍ତୁତିପାଠକ —୧. A panegyrist; a bard; a herald.
୨. ବୈଶ୍ୟ ଔରସରେ କ୍ଷତ୍ରିୟା ଗର୍ଭରେ ଜାତ ଜାତି ବିଶେଷ; ଭାଟ ଜାତି —୨. A hybrid caste (born of B&aline;i̱ṡya father and Kshatriya (mother)—

[ଦ୍ରଷ୍ଟବ୍ୟ —ବୈଶ୍ୟ ପିତା ଓ କ୍ଷତ୍ରିୟା ମାତା ଗର୍ଭରୁ ପ୍ରତିଲୋମ ଜାତ ସନ୍ତାନକୁ ମାଗଧ ବୋଲାଯାଏ—ମନୁ ୧/୧୭: ଭାଟପଣ ଓ ସ୍ତୁତିପାଠଦ୍ୱାରା ଏମାନେ ଜୀବିକା ନିର୍ବାହ କରୁଥିଲେ—ଆପ୍ତେ) ===

୩. ମଗଧର ରାଜା —୩. A king of the Magadhas (Apte).
୪. ମଗଧଦେଶବାସୀ ବ୍ୟକ୍ତି —୪. An inhabitant of the Magadha country.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଉତ୍କଳର ସମତଳ ପ୍ରଦେଶ —୧. Name of the tract of level country of Orissa.

[ଉ—ମାଗଧ ଅନୂପେ ସୀମାସ୍ତମ୍ଭରୂପେ ଟେକିଛି ଶିର ଯେ ଦେଶେ ବିରଞ୍ଚି ନାରାୟଣଙ୍କର ତୁଙ୍ଗ ମନ୍ଦିର ରାଧାନାଥ ଉଷା)

[ଦ୍ରଷ୍ଟବ୍ୟ —ପ୍ରାକୃତିକ ଓଡ଼ିଶା (ଉତ୍କଳ)କୁ ଜାଙ୍ଗାଳ (ପାହାଡ଼ିଆ ଅଞ୍ଚଳ), ମାଗଧ (ସମତଳ ଅଞ୍ଚଳ) ଓ ଅନୁପ (ତଳ ମାଳ ଅଞ୍ଚଳ) ଭେଦରେ ତିନି ଭାଗରେ ବିଭକ୍ତ କରାଯାଏ)—

୨. ଦେଶ ବିଶେଷ —୨. Name of a country.

[ଉ—ମାଗଧେ ମାଗଧେ ନାରୀ କିର୍ତ୍ତି ପୂଚ୍ଛିଲେ ଭଞ୍ଜ ପ୍ରେମସୂଧାନିଧି]