Jump to content

ମାଛ ମୁଦି

ଉଇକିଅଭିଧାନ‌ରୁ

ମାଛ ମୁଦି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବି—(ବଣିଆ ଶବ୍ଦ)

[ସମ୍ପାଦନା]

ମାଛର ଚିତ୍ର ଅଙ୍କିତ ହୋଇଥିବା ମୁଦି — A finger-ring with the figure of from of a fish embossed on it.

[ଦ୍ରଷ୍ଟବ୍ୟ —ରାଜାମାନଙ୍କ ବିବାହ ପୂର୍ବରୁ ବର ତରଫରୁ ଏହିପରି ମୁଦି କନ୍ୟାଘରକୁ ପଠାଯାଏ]