ମାଟିଆ
ଦେଖଣା
ମାଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ମାର୍ତ୍ତିକ)
[ସମ୍ପାଦନା]- ୧. ମୃର୍ତ୍ତିକାମିଶ୍ରିତ —୧. Mixed with earth.
- ୨. ମୃତ୍ତିକାସମ୍ୱନ୍ଧୀୟ —୨. Relating to the soil.
- ୩. ମାଟି ପରି ବିସ୍ୱାଦଯୁକ୍ତ — ୩. Having a soily taste or flavour.
- ୪. ମାଟି ପରି ପାଣ୍ଡୁର ରଙ୍ଗଯୁକ୍ତ — ୪. Having the colour of soil.
ବିଶେଷ୍ୟ -
[ସମ୍ପାଦନା]- ୧. ପୁରୀ ଜିଲ୍ଲା ବ୍ରାହ୍ମଣଙ୍କର ବଂଶ ପରିଚୟବିଶେଷ —୧. Family distinction of some Brāhmaṇas of Purī district.
(ଯଥା—ଦେପୁର ମାଟିଆ ମିଶ୍ରେ)
- ୨. ତାନ୍ତ୍ରିକ ଅଭିଚାରଦ୍ୱାରା ପେଷା ଯିବା ବୀରବାହୁଟି — ୨. Evil spirits made to possess people by means of charms.
ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -
[ସମ୍ପାଦନା]- ୧. କୃଷିଜୀବୀ ଓଡ଼ିଆ ଜାତିବିଶେଷ —୧. A class of Oriya agriculturists.
- ୨. ଏକପ୍ରକାର ଲମ୍ୱ ଓ ବଡ଼ ଜହ୍ନି —୨. A species of big kitchen vegetable; Luffa Acutangula.