ମାଟିଆ

ଉଇକିଅଭିଧାନ‌ରୁ

ମାଟିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମାର୍ତ୍ତିକ)[ସମ୍ପାଦନା]

୧. ମୃର୍ତ୍ତିକାମିଶ୍ରିତ —୧. Mixed with earth.
୨. ମୃତ୍ତିକାସମ୍ୱନ୍ଧୀୟ —୨. Relating to the soil.
୩. ମାଟି ପରି ବିସ୍ୱାଦଯୁକ୍ତ — ୩. Having a soily taste or flavour.
୪. ମାଟି ପରି ପାଣ୍ଡୁର ରଙ୍ଗଯୁକ୍ତ — ୪. Having the colour of soil.

ବିଶେଷ୍ୟ -[ସମ୍ପାଦନା]

୧. ପୁରୀ ଜିଲ୍ଲା ବ୍ରାହ୍ମଣଙ୍କର ବଂଶ ପରିଚୟବିଶେଷ —୧. Family distinction of some Brāhmaṇas of Purī district.

(ଯଥା—ଦେପୁର ମାଟିଆ ମିଶ୍ରେ)

୨. ତାନ୍ତ୍ରିକ ଅଭିଚାରଦ୍ୱାରା ପେଷା ଯିବା ବୀରବାହୁଟି — ୨. Evil spirits made to possess people by means of charms.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -[ସମ୍ପାଦନା]

୧. କୃଷିଜୀବୀ ଓଡ଼ିଆ ଜାତିବିଶେଷ —୧. A class of Oriya agriculturists.
୨. ଏକପ୍ରକାର ଲମ୍ୱ ଓ ବଡ଼ ଜହ୍ନି —୨. A species of big kitchen vegetable; Luffa Acutangula.