ମାଠୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ଦେଶଜ)[ସମ୍ପାଦନା]

  • ମଠୁଆ; ଯେ ଅତ୍ୟନ୍ତ ବିଳମ୍ବରେ କୌଣସି କାର୍ଯ୍ୟ କରେ
  • ଯେ ବିଳମ୍ବରେ, କିନ୍ତୁ ନିଠାଇ କରି କୌଣସି କାର୍ଯ୍ୟକରେ
  • ଯେ ଆପଣା ଦେହରେ ଚିକ୍କଣ କରି ତେଲ ହଳଦୀ ଲଗାଇ ହୁଏମାଠୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମାଠେ[ଠୋ]ଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମନ୍ଥର)[ସମ୍ପାଦନା]

୧. ମଠୁଆ; ଯେ ଅତ୍ୟନ୍ତ ବିଳମ୍ୱରେ କୌଣସି କାର୍ଯ୍ୟ କରେ —୧. One who takes much time to finish a work; lazy tardy.
୨. ଯେ ବିଳମ୍ୱରେ କିନ୍ତୁ ନିଠାଇ କରି କୌଣସି କାର୍ଯ୍ୟକରେ —୨. One who does any work thoroughly but slowly.
୩. (ସଂମୃଷ୍ଟ) ଯେ ଆପଣା ଦେହରେ ଚିକ୍କଣ କରି ତେଲ ହଳଦୀ ଲଗାଇ ହୁଏ —୩. One who takes care to smear his body throughly with oil and turmeric.