ମାଡ଼ ଖାଇବା
ଦେଖଣା
ମାଡ଼ ଖାଇବା
ଉଚ୍ଚାରଣ
[ସମ୍ପାଦନା](ମାଡ଼ ପାଇବା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଡ଼ ଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟଦ୍ୱାରା ପ୍ରହୃତ ହେବା —୧. To be beaten or assaulted.
(ଉ—ଲୁହା ଲାଗି ଅଗ୍ନି ଦେବତା ଖାଇଲେ—ଢଗ)
- ୨. ଆହତ ହେବା — ୨. To be wounded or struck.
- ୩. (ଜାହାଜିଆ ଭାଷା) ଜୋର୍ରେ ବାଜିବା; ଧକ୍କା ଖାଇବା — ୩. To collide.
(ଉ—ଢେର ଢେର ଜାହାଜ ମାଡ଼ ଖାଇଛନ୍ତି ଫକୀରମୋହନ, ଗଳ୍ପସ୍ୱଳ୍ପ)