ମାଣ୍ଡୁଆ

ଉଇକିଅଭିଧାନ‌ରୁ

ମାଣ୍ଡୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ମାଣ୍ଡେଈ, ମାଣ୍ଡୋଈସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମନ୍ଦ)[ସମ୍ପାଦନା]

୧. ନିର୍ବୁଦ୍ଧିୟା; ମୋଟା— ବୁଦ୍ଧିଆ —୧. Dllw; foolish; of slow understanding.
୨. ମୋଟା; ବହଳିଆ —୨. Coarse.
୩. ମୋଟା; ସ୍ଥୂଳକାୟ —୩. Corpulent; fat.

ଅନୁବାଦ[ସମ୍ପାଦନା]

=== ବିଶେଷ୍ୟ -

ମାଣ୍ଡୁଅ (ଦେଖ) - —Māṇḍua (See)