ମାତୃଭାଷା

ଉଇକିଅଭିଧାନ‌ରୁ

ମାତୃଭାଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)[ସମ୍ପାଦନା]

(ମାତୃ କ୍ରୋଡ଼ରେ ଥିବା ସମୟରେ ମାଆଙ୍କ ମୁହଁରୁ ମନୁଷ୍ୟ ଯେଉଁ ଭାଷା ଶୁଣେ) ଆପଣାର ଜାତୀୟ ଭାଷା; ଆପଣାର ଘରୋଇ ଭାଷା —One's mother tonger; a vernacular which a man uses at home since child-hood.