ମାତ୍ର

ଉଇକିଅଭିଧାନ‌ରୁ

ମାତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମା ଧାତୁ=ପରିମାଣ କରିବା+କରଣ ତ୍ର)[ସମ୍ପାଦନା]

୧. ସୀମା; ପର୍ଯ୍ୟନ୍ତ —୧. Boundary; limit.
୨. (+କର୍ମ. ତ୍ର) ସମୁଦାୟ —୨. Whole.
୩. (+ ଭାବ. ତ୍ର) ଅବଧାରଣ —୩. Ascertaining.
୪. ମାପ; ପରିମାଣ ୪. A measure of length breadth, height, size, space, distance. of number.

===ବିଶେଷଣ - (ମାତ୍ରା+ଅ; ଅନ୍ୟ ଶବ୍ଦ ସଙ୍ଗେ

ବ୍ୟବହୃତ ଯଥା—ତନ୍ନାକ୍ର; କିଞ୍ଚିନ୍ନାତ୍ର) ===

୧. ପରିମିତ — ୧. In quantily .
୨. ପ୍ରକାରେ —୨. In quality.
୩. ଶ୍ରେଣୀର ସମସ୍ତ ବସ୍ତୁ ବିଶିଷ୍ଟ —୩. Comprising of all the members of a class.

[ଯଥା— ପ୍ରସ୍ଥର ପରିମାଣ ଅର୍ଥରେ—ଅଙ୍ଗୁଳି ମାତ୍ର, ସ୍ଥାନ, ଦୁରତ୍ୱର ପରିମାଣ ଅର୍ଥରେ —କ୍ରୋଶମାତ୍ର ପଥ, ସମୟର ପରିମାଣ ଅର୍ଥରେ—କ୍ଷଣମାତ୍ର ବିଶ୍ରାମ, ସଂଖ୍ୟା ପରିମାଣ ଅର୍ଥରେ —ଏକମାତ୍ର, ଶ୍ରେଣୀର ସମସ୍ତ ବସ୍ତୁ ଅର୍ଥରେ —ପ୍ରାଣିମାତ୍ର ଜଗତ୍, 'କେବଳ' ଅର୍ଥରେ—ଏ କାର୍ଯ୍ୟରେ ମୁଁ ନିମିତ୍ତମାତ୍ର ଅଟେ ]

ଅନୁବାଦ[ସମ୍ପାଦନା]

[ସମ୍ପାଦନା]

୧. କେବଳ — ୧. Only; merely
୨. ମାତ୍ରକେ; କ୍ଷଣି —୨. As soon as; no sooner than; just as.

ଦେଶଜ - ଅ[ସମ୍ପାଦନା]

୧. ପକ୍ଷାନ୍ତରରେ —୧. On the otherhand
୨. କିନ୍ତୁ —୨. But.

[ଉ—ମୁଁ ରଜାଙ୍କୁ ୫ ବର୍ଷ ଅନୁସରଣ କଲି; ମାତ୍ର ତାକୁ ଚାହିଁ ଫଳ ପାଇଲି ନାହିଁ]