ମାଧ୍ୟାକର୍ଷଣ

ଉଇକିଅଭିଧାନ‌ରୁ

ମାଧ୍ୟାକର୍ଷଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବିଜ୍ଞାନ ପରିଭଷା; ମଧ୍ୟ+ଆକର୍ଷଣ+ ଅ)[ସମ୍ପାଦନା]

ପୃଥିବୀର ଯେଉଁ ଆକର୍ଷଣଶକ୍ତି ପ୍ରଭାବରୁ ବସ୍ତୁ ସକଳ ପୃଥିବୀର କେନ୍ଦ୍ର ଆଡ଼କୁ ଟାଣି ହୋଇ ଭୂମିରେ ପତିତ ହୁଏ (ଏହି ଶକ୍ତି ପୃଥିବୀର କେନ୍ଦ୍ରରୁ ବା ମଧ୍ୟସ୍ଥ ବିନ୍ଦୁକୁ କାର୍ଯ୍ୟକାରୀ ହେବାରୁ ବୈଜ୍ଞାନିକମାନେ ଏହାକୁ ଏହି ନାମ ଦେଇଅଛନ୍ତି) —Gravitation.

[ଦ୍ରଷ୍ଟବ୍ୟ —ପୃଥିବୀର ଏହି ମାଧ୍ୟାକର୍ଷଣ ଶକ୍ତି ବିଷୟ ଭାରତୀୟ ପ୍ରସିଦ୍ଧ ଜ୍ୟୋତିଷୀ ଭାସ୍କରାଚାର୍ଯ୍ୟ ୧୨: ସମ୍ୱତ୍ (ଖ୍ରା. ୧୧୪୪: )ରେ ସୂଚନା କରିଥିଲେ ତାଙ୍କ ସିଦ୍ଧାନ୍ତ ଶିରୋମଣି ଗ୍ରନ୍ଥରେ ସେ ଲେଖିଛନ୍ତି ଯେ ପୃଥିବୀ ବାରି ପଦାର୍ଥକୁ ଅପଣା ଆଡ଼କୁ ଆକର୍ଷଣ କରେ ଓ ଏହି ଆକର୍ଷଣ ଶକ୍ତି ବଳରେ ଭାରି ପଦାର୍ଥ ପୃଷ୍ଠକୁ ଖସିପଡ଼େ ଇଉରୋପରେ ନିଉଟନ୍ ୧୬୮୭: ଖ୍ରାଷ୍ଟାବ୍ଦରେ ପୃଥିବୀର ଏହି ଶକ୍ତି ଥିବାର ଆବଷ୍କାର କରିଥିଲେ]