ମାନବ
ମାନବ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ମାନବୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ—(ମନୁ=ବ୍ରହ୍ମାଙ୍କ ପୁତ୍ର+ଅପତ୍ୟାର୍ଥେ. ଅ)[ସମ୍ପାଦନା]
- ୧. ନର; ମନୁଷ୍ୟ —୧. Man.
- ୨. ବାଳକ; ଟୋକା —୨. A lad; a boy (Apte).
- ୩. ଅର୍ଥଦଣ୍ଡ ବିଶେଷ —୩. A particular fine (Apte).
ବିଣ—(ମନୁ+ଅ)[ସମ୍ପାଦନା]
- ୧. ମନୁଙ୍କ ସମ୍ୱନ୍ଧୀୟ — ୧. Relating to Manu.
- ୨. ମନୁଙ୍କଦ୍ୱାରା ସଂକଳିତ (ସଂହିତା) —୨. Compiled by the great lawgiver Manu.
- ୩. ମନୁଙ୍କଠାରୁ ଜାତ — ୩. Descended from Manu.
- ୪. ମନୁଷ୍ୟ ସମ୍ୱନ୍ଧୀୟ —୪. Human (Apte).