Jump to content

ମାନସିକ

ଉଇକିଅଭିଧାନ‌ରୁ

ମାନସିକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମାନସ+ଇକ)

[ସମ୍ପାଦନା]
୧. ମନଃ ସମ୍ୱନ୍ଧୀୟ; ଆନ୍ତରି; ମନୋଗତ —୧. Mental.
୨. କାଳ୍ପନିକ — ୨. Imarginary.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେବଦେବୀଙ୍କ ସମୀପରେ କୌଣସି ଅଭିଷ୍ଟ ସାଧନାର୍ଥ ଭୋଗ ଆଦି ଯାଚିବା କାର୍ଯ୍ୟ; ମାନତ୍ —୧. Vow taken before a Deity to perform certain acts in case one's particular desire is fulfilled.
୨. କଳ୍ପନା —୨. Imagination.

(ଉ—ମାନସିକେ ତାର ମୁଖ ଦେଖୁଅଛି କୁଟିଳ କୋପଭରଣେ ପ୍ରାଚୀ. ରସ— ବାରିଧି)

୩. ବିଷ୍ଣୁ (ହିନ୍ଦୀ - ଶ.) —୩. A name of Bishṇu.