ମାନ୍

ଉଇକିଅଭିଧାନ‌ରୁ

ମାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମତୀ—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମତ୍ ପ୍ରତ୍ୟୟର ୧ମା. ୧ବା)[ସମ୍ପାଦନା]

ଯାହାର ଅଚି —having; possessing.

(ଯଥା—ବହ୍ନିମାନ)

ବୈଦେଶିକ - ବିଶେଷ୍ୟ - (ଆରବୀ - ମାନେ)[ସମ୍ପାଦନା]

୧. ମାନେ; ଅର୍ଥ — ୧. Meaning; object; significant.
୨. ଶବ୍ଦାର୍ଥ —୨. Meaning of words.

=== ପ୍ରାଦେଶିକ - (ସମ୍ୱଲପୁର) ବି—(ଣ ସ୍ଥାନରେ ନ ଓ ଶେଷ ବର୍ଣ୍ଣର ହଳନ୍ତ ଉଚ୍ଚାରଣ)

ମାଣ; ଶସ୍ୟ ମାପିବା ମାଣ; ପାହିଲି — A small standard pot for measuring rains.

ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ -[ସମ୍ପାଦନା]

ମରଦ; ପୁରୁଷ— ଲୋକ —Male; person.