ମାପିଖିଆ

ଉଇକିଅଭିଧାନ‌ରୁ

ମାପିଖିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମାପିଖିଆ ମାଣ—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

ଯେଉଁ ମାଣରେ ପ୍ରତିଦିନ ଚାଉଳ ମପାଯାଇ ଖାଇବା ପାଇଁ ଭାତ ରନ୍ଧା ହୁଏ —The measuring pot by which the dailym consumption of rice is measured.