Jump to content

ମାରାତ୍ମକ

ଉଇକିଅଭିଧାନ‌ରୁ

ମାରାତ୍ମକ

ଉଚ୍ଚାରଣ

[ସମ୍ପାଦନା]
(ମାରାତ୍ମିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ମାର+ଆତ୍ମନ୍+କ)

[ସମ୍ପାଦନା]

ପ୍ରାଣନାଶକ; ସାଘାଂତିକ; ଯାହା ମୃତ୍ୟୁ ଘଟାଏ —Fatal; mortal; deadly.