ମାରି

ଉଇକିଅଭିଧାନ‌ରୁ

ମାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ ଣିଚ୍ ମାରି ଧାତୁ+ଭାବ. ଇ)[ସମ୍ପାଦନା]

ମାଡ଼କ; ସଂକ୍ରାମକ ରୋଗଜନିତ ଲୋକକ୍ଷୟ; ମହାମାରୀ —Plague; pestilence; a mortal epidemic.