Jump to content

ମାର୍ଜାର

ଉଇକିଅଭିଧାନ‌ରୁ

ମାର୍ଜାର

ଉଚ୍ଚାରଣ

[ସମ୍ପାଦନା]
(ମାର୍ଜାରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାର୍ଜ ବା ମୃଜ ଧାତୁ=ପରିଷ୍କାର କରିବା) +କର୍ତ୍ତୃ. ଆର; ଯେ ଚାଟିବାଦ୍ୱାରା ଦେହକୁ ପରିଷ୍କାର କରେ)

[ସମ୍ପାଦନା]
୧. ବିରାଡ଼ି —୧. The domestic cat.
୨. ଗନ୍ଧନକୁଳ; ଶାଳିଆପତନୀ — ୨. The civet cat.
୩. ଖଟ୍ଟାଶ; କଟାଶ; ବନ୍ୟ ମାର୍ଜାର —୩. The wild cat; the pole cat.
୪. ରକ୍ତଚିତା (ପ୍ରକୃତିବାଦ) —୪. Plumbago Zeylanica (red variety).