ମାର୍ଜା(ଳ)
Appearance
ମାର୍ଜା(ଳ)
ଉଚ୍ଚାରଣ
[ସମ୍ପାଦନା](ମାର୍ଜାରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାର୍ଜ ବା ମୃଜ ଧାତୁ=ପରିଷ୍କାର କରିବା) +କର୍ତ୍ତୃ. ଆର; ଯେ ଚାଟିବାଦ୍ୱାରା ଦେହକୁ ପରିଷ୍କାର କରେ)
[ସମ୍ପାଦନା]- ୧. ବିରାଡ଼ି —୧. The domestic cat.
- ୨. ଗନ୍ଧନକୁଳ; ଶାଳିଆପତନୀ — ୨. The civet cat.
- ୩. ଖଟ୍ଟାଶ; କଟାଶ; ବନ୍ୟ ମାର୍ଜାର —୩. The wild cat; the pole cat.
- ୪. ରକ୍ତଚିତା (ପ୍ରକୃତିବାଦ) —୪. Plumbago Zeylanica (red variety).