ମାର୍ଜା(ଳ)

ଉଇକିଅଭିଧାନ‌ରୁ

ମାର୍ଜା(ଳ)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମାର୍ଜାରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାର୍ଜ ବା ମୃଜ ଧାତୁ=ପରିଷ୍କାର କରିବା) +କର୍ତ୍ତୃ. ଆର; ଯେ ଚାଟିବାଦ୍ୱାରା ଦେହକୁ ପରିଷ୍କାର କରେ)[ସମ୍ପାଦନା]

୧. ବିରାଡ଼ି —୧. The domestic cat.
୨. ଗନ୍ଧନକୁଳ; ଶାଳିଆପତନୀ — ୨. The civet cat.
୩. ଖଟ୍ଟାଶ; କଟାଶ; ବନ୍ୟ ମାର୍ଜାର —୩. The wild cat; the pole cat.
୪. ରକ୍ତଚିତା (ପ୍ରକୃତିବାଦ) —୪. Plumbago Zeylanica (red variety).