ମାଷ୍ଟର
ଦେଖଣା
ମାଷ୍ଟର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମାଷ୍ଟରାଣୀ; ମାଷ୍ଟରିଆଣୀ—ସ୍ତ୍ରୀ)
ବୈଦେଶିକ - ବି—(ଇଁ ମାଷ୍ଟର୍)
[ସମ୍ପାଦନା]ଶିକ୍ଷକ; ବିଦ୍ୟାଳୟ ଗୁରୁ — A teacher; tutor; master.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜି ପଢ଼ାଇବା ଶିକ୍ଷକଙ୍କ ପ୍ରତି ବ୍ୟବହୃତ ହୁଏ ଦେଶୀୟ ଦ୍ଭାଷାର ଓ ସଂସ୍କୃତର ଶିକ୍ଷକଙ୍କୁ ପଣ୍ଡିତ ଓ ଉର୍ଦ୍ଦୂ ପଢ଼ାଇବା ଶିକ୍ଷକଙ୍କୁ ମୌଲବୀ ବା ଆଖୁନ୍ କହନ୍ତି]